Prime Minister congratulates H. E. Tun Dr. Mahathir Mohamad, Prime Minister of Malaysia

ମାଲେସିଆ ପ୍ରଧାନମନ୍ତ୍ରୀ ରୂପେ ନୂତନ ଦାୟିତ୍ଵ ଗ୍ରହଣ କରିଥିବା ମହାମାନ୍ୟ ଡଃ ତୁନ ମହାଥିର ମହମ୍ମଦଙ୍କୁ ଟେଲିଫୋନ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ମାଲେସିଆର ବନ୍ଧୁବତ୍ସଳ ଲୋକଙ୍କ ବିକାଶ ଓ ସମୃଦ୍ଧି ନିମନ୍ତେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଥିଲେ ଯେ, ଭାରତ-ମାଲେସିଆ ମୈତ୍ରୀପୂର୍ଣ୍ଣ ସମ୍ବନ୍ଧ ପାରସ୍ପରିକ ସ୍ଵାର୍ଥ, ମୂଲ୍ୟବୋଧ ଓ ନିବିଡ ଜନ-ଜନ ସମ୍ପର୍କ ଉପରେ ଆଧାରିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ-ମାଲେସିଆ ରଣନୀତିକ ଭାଗିଦାରୀତାକୁ ସୁଦୃଢ କରିବା ଦିଗରେ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦଙ୍କ ସହ ମିଳିମିଶି କାମ କରିବା ପାଇଁ ସେ ଆଗ୍ରହୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI will augment, create new jobs in India: World Bank

Media Coverage

AI will augment, create new jobs in India: World Bank
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 24, 2026
February 24, 2026

Viksit Bharat Rising: Self-Reliance, Security & World Respect Under PM Modi