ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭୯ତମ ସ୍ୱାଧୀନତା ଦିବସରଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଇଥିବାବିଚାରଶୀଳ ସମ୍ବୋଧନକୁ ସେୟାର କରିଛନ୍ତି । ସେ କହିଛନ୍ତି, ଏହିସମ୍ବୋଧନ ଆମ ଦେଶର ସାମଗ୍ରିକ ପ୍ରଗତି ଓ ଭବିଷ୍ୟତର ସମ୍ଭାବନାକୁସୂଚାଉଛି ଏବଂ ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖିବାକୁ ସମସ୍ତନାଗରିକଙ୍କୁ ଆହ୍ୱାନ ଜଣାଉଛି ।
ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ କହିଛନ୍ତି;
“ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଜୀ ଏକବିଚାରଶୀଳ ସମ୍ବୋଧନ କରିଛନ୍ତି, ଯେଉଁଥିରେ କି ସେ ଆମ ଦେଶରସାମଗ୍ରିକ ପ୍ରଗତି ଏବଂ ଭବିଷ୍ୟତର ସମ୍ଭାବନାକୁ ଉଲ୍ଲେଖ କରିଛନ୍ତି ।ସେ ଆମକୁ ମନେ ପକାଇ ଦେଇଛନ୍ତି, ଯେଉଁ ବଳିଦାନ ସ୍ୱାଧୀନତାରରାସ୍ତା ଦେଖାଇଥିଲା । ରାଷ୍ଟ୍ର ଗଠନ ଦିଗରେ ଅବଦାନ ରଖିବାକୁସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଛନ୍ତି ।”
@rashtrapatibhvn

On the eve of our Independence Day, Rashtrapati Ji has given a thoughtful address in which she has highlighted the collective progress of our nation and the opportunities ahead. She reminded us of the sacrifices that paved the way for India's freedom and called upon every citizen…
— Narendra Modi (@narendramodi) August 14, 2025
स्वतंत्रता दिवस की पूर्व संध्या पर माननीय राष्ट्रपति जी ने अपने संबोधन में बहुत ही महत्वपूर्ण बातें कही हैं। इसमें उन्होंने सामूहिक प्रयासों से भारत की प्रगति और भविष्य के अवसरों पर विशेष रूप से प्रकाश डाला है। राष्ट्रपति जी ने हमें उन बलिदानों की याद दिलाई, जिनसे देश की आजादी का…