#PresidentMukherjee wishes PM Modi on his birthday
Let this day be the beginning of a year of greater achievements in your and our nation’s life: President
May Almighty bless you with good health, happiness & many more years of dedicated service to the nation: President

ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଆପଣଙ୍କ ଜନ୍ମ ଦିନରେ ମୋର ଶୁଭକାମନା ଓ ଭବ୍ୟ ଅଭିନନ୍ଦନ ଗ୍ରହଣ କରିବେ ।

ଆଜିର ଏହି ଦିନଟି ଆପଣଙ୍କର ଏବଂ ରାଷ୍ଟ୍ର ହିତ ପାଇଁ ଏକ ବିରାଟ ସଫଳତାର ବର୍ଷ ଭାବେ ଅୟମାରମ୍ଭ ହେଉ ।

ଭଗବାନ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖୀ ଜୀବନ ପ୍ରଦାନ କରିବା ସହିତ ଆଗାମୀ ଦିନରେ ସମର୍ପିତ ଦେଶ ସେବା ପାଇଁ ଆଶୀର୍ବାଦ କରନ୍ତୁ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How these major government decisions shaped India and impacted the common man in 2025

Media Coverage

How these major government decisions shaped India and impacted the common man in 2025
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 20, 2025
December 20, 2025

Empowering Roots, Elevating Horizons: PM Modi's Leadership in Diplomacy, Economy, and Ecology