ମହାମହିମ ତୁର୍କୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମିଷ୍ଟର ରିକେପ ତାଈପ ଏର୍ଡୋଗାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ରାଷ୍ଟ୍ରପତି ଏର୍ଡୋଗାନ ଭାରତରେ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୃତକଙ୍କ ପ୍ରତି ସମବେଦନା ଜଣାଇଥିଲେ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦ ବିଶ୍ଵର ଶାନ୍ତି ଏବଂ ନିରାପତ୍ତା ପ୍ରତି ସବୁଠୁ ବଡ ବିପଦ ହୋଇ ରହିଛି । ସମସ୍ତ ପ୍ରଭାବିତ ରାଷ୍ଟ୍ରଗୁଡିକ ଦ୍ଵାରା ଆତଙ୍କବାଦ ବିରୁଦ୍ଧରେ ତ୍ଵରିତ, ବ୍ୟାପକ ଏବଂ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଗୁରୁତ୍ଵ ଉପରେ ସେ ଆଲୋକପାତ କରିଥିଲେ ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access