PM Modi attends function for the release of book ‘Citizen and Society,’ written by Vice-President Hamid Ansari
India should be proud to be a country of so many dialects and languages, and so many different faiths, living in harmony: PM Modi
Technology has converted citizens into netizens: PM Modi

ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ରଚିତ ‘Citizen and Society’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ ଦେଇଥିଲେ । ରାଷ୍ଟ୍ରପତି ଭବନଠାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପୁସ୍ତକ ମାଧ୍ୟମରେ ଉପରାଷ୍ଟ୍ରପତି ତାଙ୍କ ଚିନ୍ତନକୁ ଆଗାମୀ ପିଢି ପାଇଁ ପ୍ରସ୍ତୁତ କରିଥିବାରୁ ତାଙ୍କୁ ଅନେକ ଅଭିନନ୍ଦନ।

ସେ କହିଥିଲେ ଯେ, ସଂପ୍ରତି ପ୍ରଯୁକ୍ତିବିଦ୍ୟା ନାଗରିକମାନଙ୍କୁ ନେଟିଜେନରେ ପରିବର୍ତ୍ତନ କରିଦେଇଛି ଏବଂ ପାରମ୍ପରିକ ସୀମା ନିଶ୍ଚିହ୍ନ ହୋଇସାରିଲାଣି । ମାତ୍ର, ଭାରତରେ ସେ କହିଥିଲେ ଯେ ନାଗରିକ ଏବଂ ସମାଜ ମଧ୍ୟରେ ଗୋଟିଏ ୟୁନିଟ ରହିଛି ଯାହା ହେଉଛି ‘ପରିବାର’, ଏହା ଆମର ସବୁଠାରୁ ବଡ ବଳ ।

ସେ କହିଥିଲେ ଯେ ଭାରତରେ ଅନେକ ଭାଷା ଏବଂ ଉପଭାଷା ରହିଥିବାରୁ ଭାରତକୁ ନେଇ ଆମେ ଗର୍ବିତ । ଏଠାରେ ଅନେକ ଧର୍ମାବଲମ୍ବୀ ରହିଥିଲେ ମଧ୍ୟ ପରପ୍ସର ମଧ୍ୟରେ ଐକ୍ୟଭାବ ରହିଛି । ସେ କହିଥିଲେ ଯେ ଏହା କେବଳ ସମସ୍ତ ନାଗରିକଙ୍କ ସହଯୋଗ ଫଳରେ ସମ୍ଭବ ହୋଇପାରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub