PM welcomes the first Air Freight Corridor flight from Kabul to India; thanks President Ghani for the initiative

କାବୁଲରୁ ଭାରତକୁ ଆରମ୍ଭ ହୋଇଥିବା ବିମାନ ମାଲ ପରିବହନ ସେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାଗତ କରିଛନ୍ତି । ଏହି ସେବା ଲାଗି ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରାଫ ଘାନୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

“କାବୁଲରୁ ଆରମ୍ଭ ହୋଇଥିବା ପ୍ରଥମ ବିମାନ ମାଲ ପରିବହନ ସେବାକୁ ଅତ୍ୟନ୍ତ ଖୁସୀର ସହ ସ୍ଵାଗତ କରୁଛୁ ।

ଭାରତ-ଆଫଗାନିସ୍ତାନ ମଧ୍ୟରେ ସିଧାସଳଖ ସଂଯୋଗୀକରଣ ଏକ ନୂତନ ସମୃଦ୍ଧିର ଅୟମାରମ୍ଭ କରିବ । ଏହି ପଦକ୍ଷେପ ଲାଗି ମୁଁ ରାଷ୍ଟ୍ରପତି ଆଶରଫ ଘନୀଙ୍କୁ ଧନ୍ୟବାଦ ଜଣାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond