ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୦ଟାରେ ଆନ୍ତର୍ଜାତିକ ଅଭିଧାମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସେ ଉଦବୋଧନ ଦେବେ ।

ଭଗବାନ ବୁଦ୍ଧଙ୍କ ଅଭିଧାମ ଶିକ୍ଷା ସ୍ମୃତିରେ ଅଭିଧାମ ଦିବସ ପାଳନ କରାଯାଇଥାଏ । ନିକଟରେ ଅନ୍ୟ ଚାରୋଟି ଭାଷା ସହିତ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିବା ଚଳିତ ବର୍ଷର ଅଭିଧାନ ଦିବସର ଗୁରୁତ୍ୱ ବୃଦ୍ଧି କରିଛି । କାରଣ ଅଭିଧାମରେ ଥିବା ଭଗବାନ ବୁଦ୍ଧଙ୍କ ଶିକ୍ଷା କେବଳ ପାଲି ଭାଷାରେ ଉପଲବ୍ଧ ।

ଆନ୍ତର୍ଜାତିକ ଅଭିଧାମ ଦିବସର ଉତ୍ସବ ଭାରତ ସରକାର ଏବଂ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ଦ୍ୱାରା ଆୟୋଜିତ ହେଉଛି । ଉତ୍ସବରେ ୧୪ଟି ଦେଶରୁ ଶିକ୍ଷାବିତ୍ ଏବଂ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ବୁଦ୍ଧ ଧାମ ଯୁବ ବିଶେଷଜ୍ଞମାନେ ଯୋଗ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 12, 2026
August 12, 2026

India Rising on Every Front: Economic Strength, Global Recognition & Self-Reliance Under PM Modi’s Vision