Road connectivity in the North-East will see a major transformation: PM to inaugurate India’s longest bridge
Dhola-Sadia Bridge to provide efficient road connectivity to remote and backward areas which have poor road infrastructure
Dhola-Sadia Bridge to give a major boost to overall economic development in Assam and Arunachal Pradesh
  • ଲୋହିତ ନଦୀ ଉପରେ ନିର୍ମିତ 9.15 କିମି ଦୀର୍ଘ ଧୋଲା-ସଦିଆ ପୋଲ
  • ଆସାମ -ଅରୁଣାଚଳ ମଧ୍ୟରେ 165 କିଲୋମିଟରର ଦୂରତ୍ୱ ହ୍ରାସ କରିବ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦୀର୍ଘତମ ପୋଲକୁ ଉଦଘାଟନ କରିବେ । 9.15 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଧୋଲା-ସଦିଆ ପୋଲ ଦେଶର ଉତ୍ତର-ପୂର୍ବାଂଚଳରେ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ । ବ୍ରହ୍ମପୁତ୍ରର ଏକ ଶାଖା ନଦୀ ଲୋହିତ ନଦୀ ଉପରେ ନିର୍ମିତ ଏହି ପୋଲଟିରେ ତିନି ଥାକିଆ ରାସ୍ତାର ସୁବିଧା କରାଯାଇଛି । ପୋଲଟି ଆସାମର ଧୋଲା ଅଞ୍ଚଳକୁ ଅରୁଣାଚଳ ପ୍ରଦେଶର ସଦିଆ ସହ ସଂଯୋଗ କରୁଛି । ପୂର୍ବରୁ ଏହି ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀକୁ କେବଳ ଫେରି ଯୋଗେ ଲୋକେ ଅତିକ୍ରମ କରୁଥିଲେ । ତାହା ବି କେବଳ ଦିନ ସମୟରେ । ବନ୍ୟା କିମ୍ବା ରାତ୍ର କାଳରେ ଏହା ସମ୍ଭବ ହେଉ ନଥିଲା । ପୂର୍ବରୁ ବ୍ରହ୍ମପୁତ୍ର ଉପରେ କେବଳ ଗୋଟିଏ ପୋଲ ତେଜପୁର ନିକଟରେ କାଲିଆ-ଭୋମରା ପୋଲ ଥିଲା । ଆସନ୍ତାକାଲି କିନ୍ତୁ ଧୋଲା-ସାଦିଆ ପୋଲର ଉଦଘାଟନ ପରେ ଉପର ଆସାମ ସହ ଅରୁଣାଚଳ ପ୍ରଦେଶର ଚବିଶ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ହୋଇଯିବ ।

ନୂତନ ପୋଲ ଆସାମର ରୁପାଇ (ଜାତୀୟ ରାଜପଥ-37) ଠାରୁ ଅରୁଣାଚଳ ପ୍ରଦେଶର ମେକା/ରୋଇଂ(ଜାତୀୟ ରାଜପଥ-52) ମଧ୍ୟରେ 165 କିଲୋମିଟରର ଦୂରତ୍ୱ ହ୍ରାସ କରିବ । ପୂର୍ବରୁ ଏହି ରାସ୍ତାକୁ ଅତିକ୍ରମ କରିବାକୁ 6 ଘଣ୍ଟା ଲାଗୁଥିବା ବେଳେ ଏବେ ମାତ୍ର ଏକ ଘଣ୍ଟା ସମୟ ଲାଗିବ । ଏହାଦ୍ୱାରା ଦୈନିକ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ବାବଦକୁ 10 ଲକ୍ଷ ଟଙ୍କା ସଞ୍ଚୟ ହୋଇପାରିବ ।

ପୋଲଟିର ଦୈର୍ଘ୍ୟ 9.15 କିଲୋମିଟର ଥିବା ବେଳେ ଆପ୍ରୋଚ୍ ରୋଡକୁ ମିଶାଇଲେ ଏହାର ଲମ୍ବ ହେବ 28.50 କିଲୋମିଟର । ଏହି ପୋଲ ନିର୍ମାଣରେ 2056  କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gujarat's Deesa to get Asia's first desert-themed night safari & zoo

Media Coverage

Gujarat's Deesa to get Asia's first desert-themed night safari & zoo
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.