କର୍ଣ୍ଣାଟକର ଟୁମକୁରଠାରେ 2.1.2020 ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷିକର୍ମଣ ପୁରସ୍କାର ଏବଂ ପ୍ରଶଂସାଭାଜନ ସମ୍ମାନ ପ୍ରଦାନ କରିବେ । ଅଗ୍ରଣୀ ଚାଷୀମାନଙ୍କ ପାଇଁ କୃଷିମନ୍ତ୍ରୀଙ୍କ କୃଷିକର୍ମଣ ପୁରସ୍କାର ମଧ୍ୟ ସେ ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ବାବଦକୁ 2000 ଟଙ୍କା ଲେଖାଏଁ ଦ୍ୱିତୀୟ କିସ୍ତି ଡିସେମ୍ବର 2019ରୁ ମାର୍ଚ୍ଚ 2020 ପର୍ଯ୍ୟନ୍ତ ଏହି ଅବସରରେ ପ୍ରଦାନ କରାଯିବ । ଏହା ପାଖାପାଖି 6 କୋଟି ହିତାଧିକାରୀଙ୍କୁ ଲାଭପ୍ରଦ ହେବ । 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପିଏମ କିଷାନ ଯୋଜନାରେ ହିତାଧିକାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ତାମିଲନାଡୁର କିଛି ବଛା ବଛା ଚାଷୀଙ୍କୁ ଗଭୀର ସମୁଦ୍ର ମାଛ ଧରା ପୋତ ଏବଂ ମାଛ ଧରା ପୋତ ଟ୍ରାନ୍ସପଣ୍ଡର ପ୍ରଦାନ କରିବେ । କର୍ଣ୍ଣାଟକର କେତେକ ବଛା ବଛା ଚାଷୀଙ୍କୁ ସେ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିବେ । ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀର ପରିଦର୍ଶନ କରିବା ସହିତ ସମବେତ ଜନତାଙ୍କୁ ମଧ୍ୟ ଉଦବୋଧନ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi