PM Modi to dedicate naval submarine INS Kalvari to the nation
INS Kalvari, built for the Indian Navy by the Mazagon Dock Shipbuilders Limited, represents a significant success for the #MakeInIndia initiative

ଆଇଏନଏସ କଲବାରି ବୁଡାଜାହାଜ ଆସନ୍ତାକାଲି ରାଷ୍ଟ୍ରକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ | ଭାରତର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ମୁମ୍ବାଇଠାରେ ନୌସେନାର ନବନିର୍ମିତ ବୁଡାଜାହାଜ ଆଇଏନଏସ କଲବାରିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ ।

ଆଇଏନଏସ କଲବାରି ହେଉଛି ଏକ ଡିଜେଲ-ବିଦ୍ୟୁତ ଚାଳିତ ଲଢୁଆ ବୁଡାଜାହାଜ । ଭାରତୀୟ ନୌବାହିନୀ ପାଇଁ ଏହି ବୁଡାଜାହାଜକୁ ମାଜଗାଓଁ ଡକ ସିପବିଲ୍ଡର ସଂସ୍ଥା ଦ୍ଵାରା ନିର୍ମାଣ କରାଯାଇଛି । ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହିଭଳି ଛଅଟି ଲଢୁଆ ବୁଡାଜାହାଜ ଭାରତୀୟ ନୌବାହିନୀ ପାଇଁ ନିର୍ମାଣ କରାଯିବ । ଆଇଏନଏସ କଲବାରି ହେଉଛି ଏହି ଶୃଙ୍ଖଳାର ପ୍ରଥମ ଅତ୍ୟାଧୁନିକ ବୁଡାଜାହାଜ, ଯାହାକି ଫ୍ରାନ୍ସର ବୈଷୟିକ ସହାୟତାରେ ନିର୍ମାଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ନୌସେନାର ଡକୟାର୍ଡ ପରିସରରେ ଅତ୍ୟାଧୁନିକ ଆଇଏନଏସ କଲବାରିକୁ ଆସନ୍ତାକାଲି ରାଷ୍ଟ୍ରକୁ ଲୋକାର୍ପଣ କରିବେ । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ, ମହାରାଷ୍ଟ୍ର ସରକାରଙ୍କ ଗଣମାନ୍ୟ ଅତିଥି ଏବଂ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଏହି ବୁଜାଜାହାଜ ପରିଦର୍ଶନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India aims for double-digit growth in .in, .bharat domain registrations

Media Coverage

India aims for double-digit growth in .in, .bharat domain registrations
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on sacred Earth as a source of strength to the nation
March 10, 2026

The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”

The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.

The Prime Minister wrote on X;

“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।

यस्या हृदयं परमे व्योमन्त्सत्येनावृतममृतं पृथिव्याः।

सा नो भूमिस्त्विषिं बलं राष्ट्रे दधातूत्तमे॥”