PM Salutes Nari Shakti on International Women's Day

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ “ନାରୀଶକ୍ତି”କୁ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି “ଆନ୍ତର୍ଜାତିକ ମହିଳା ଦିବସରେ ନାରୀଶକ୍ତିର ଅଦମ୍ୟ ଉତ୍ସାହ, ସଙ୍କଳ୍ପ ଓ ସମର୍ପଣକୁ ଅଭିବାଦନ ଜଣାଉଛି ।
ନାରୀଶକ୍ତିକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଭାରତ ସରକାର ମହିଳା ସଶକ୍ତିକରଣ, ସ୍ଵାବଲମ୍ବନ, ସାମାଜିକ ସମାନତା ଉପରେ ପ୍ରାଧାନ୍ୟ ଦେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଆଜିର ଦିବସରେ ମହିଳା ସରପଞ୍ଚମାନଙ୍କ ସମ୍ମେଳନକୁ ସମ୍ବୋଧିତ କରିବା ସହ ସ୍ଵଚ୍ଛ ଭାରତ ଗଠନ ଦିଗରେ କାର୍ଯ୍ୟରତ ମହିଳା ଅଗ୍ରଦୂତମାନଙ୍କୁ ସମ୍ମାନିତ କରିବା ଲାଗି ମୁଁ ଉତ୍କଣ୍ଠିତ” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi