ବାୟୁସେନା ଦିବସରେ ବାୟୁସେନା ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଆଜି, ବାୟୁସେନା ଦିବସରେ, ଆମ ବାୟୁସେନା ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏକ ଗର୍ବିତ ରାଷ୍ଟ୍ର କୃତଜ୍ଞତା ଜଣାଉଛି । ଭାତତୀୟ ବାୟୁସେନା ନିଷ୍ଠାର ସହିତ ନିରନ୍ତର ଏବଂ ଉତ୍କୃଷ୍ଟ ସେବା ଦେଶକୁ ପ୍ରଦାନ କରିଆସୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Today, on Air Force Day, a proud nation expresses gratitude to our air warriors and their families. The Indian Air Force continues to serve India with utmost dedication and excellence. pic.twitter.com/iRJAIqft11
— Narendra Modi (@narendramodi) October 8, 2019


