National Girl Child Day is a day to celebrate the exceptional achievements of the girl child: PM
It is imperative to reject discrimination against the girl child and ensure equal opportunities for the girl child: PM
Let us reaffirm our commitment to challenging stereotypes based on gender & promote gender sensitisation as well as gender equality: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଏକ ବାର୍ତ୍ତା ଦେଇଛନ୍ତି । ଏହି ବାର୍ତ୍ତାଟି ନିମ୍ନରେ ପ୍ରଦତ ହେଲା : –

“କନ୍ୟା ସନ୍ତାନଙ୍କ ଅସାଧାରଣ ସାଫଲ୍ୟକୁ ଉତ୍ସବ ରୂପେ ଆଜିର ଜାତୀୟ କନ୍ୟା ସନ୍ତାନ ଦିବସରେ ପାଳନ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପରାକାଷ୍ଠା ଆମକୁ ଗର୍ବିତ କରୁଛି ।

କନ୍ୟା ସନ୍ତାନ ପ୍ରତି ହେଉଥିବା ବାଛବିଚାରକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାତ କରିବାର ଆବଶ୍ୟକତା ଉପୁଜିଛି ଏବଂ ଝିଅମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବାର ବେଳ ଆସିଛି ।

ଆମକୁ ଲିଙ୍ଗଭେଦର ପାରମ୍ପରିକ କୁସଂସ୍କାରକୁ ଚାଲେଞ୍ଜ କରିବାର ପ୍ରତିବଦ୍ଧତା ଦୋହରାଇବା ସହ ସମାନ ଅଧିକାର ତଥା କନ୍ୟା ସନ୍ତାନ ପ୍ରତି ସମବେଦନାକୁ ଆହୁରି ବ୍ୟାପକ କରିବାକୁ ପଡିବ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers