PM’s interacts with scholars participating in Neemrana Conference
PM discusses macro-eco, trade, monetary policy, competitiveness, productivity and energy with participants of Neemrana Conf

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ନିମରାନା ସମ୍ମିଳନୀ-୨୦୧୬’ ରେ ଭାଗ ନେଇଥିବା ବିଦ୍ୱାନ ଏବଂ ଅର୍ଥଶାସ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ବୃହତ ଅର୍ଥବ୍ୟବସ୍ଥା, ବ୍ୟାପାର, ମୁଦ୍ରା ନୀତି, ପ୍ରତିଯୋଗୀତା, ଉତ୍ପାଦକତା ଏବଂ ଶକ୍ତି ସହ ବୈଶ୍ୱିକ ଅନୁସନ୍ଧାନର ବିଭିନ୍ନ ଧାରଣା ଆଲୋଚନାରେ ସ୍ଥାନ ପାଇଥିଲା ।

ତାଙ୍କ ଟିପ୍ପଣୀରେ ପ୍ରଧାନମନ୍ତ୍ରୀ ବୃହତ୍ତ ଆର୍ଥିକ ନୀତି, ଆଇନ ଆଧାରିତ ବହୁପକ୍ଷୀୟ ବ୍ୟାପାର ବ୍ୟବସ୍ଥା, ଉତ୍ତରଦାୟୀ ଜଳବାୟୁ ନୀତି ଏବଂ ବିକାଶ, ଯାହା ଦାରିଦ୍ର୍ୟତା ହ୍ରାସ ସହ ଅଧିକ ରୋଜଗାର ସୃଷ୍ଟି କରିବା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ଉତ୍ପାଦକତା ଏବଂ ଅକ୍ଷୟ ଶକ୍ତି ଉପରେ ଅଧିକ ଧ୍ୟାନ ଦିଆଯିବା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vietnam BrahMos deal already signed, Indonesia pact in final stages: Defence Secretary RK Singh

Media Coverage

Vietnam BrahMos deal already signed, Indonesia pact in final stages: Defence Secretary RK Singh
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”