PM presents reproduction of a 1841 map of a stretch of the River Salween to President of Myanmar H.E. Mr. U Htin Kyaw
PM Modi presents Myanmar President Htin Kyaw a sculpture of Bodhi tree

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାର ରାଷ୍ଟ୍ରପତି ମହାମାନ୍ୟ ମିଃ ୟୁ ହିତିନ କ୍ୟା’ଙ୍କୁ ସାଲୱିନ ନଦୀର ବିସ୍ତାରିତ ଧାରା ସମ୍ବନ୍ଧରେ 1841 ମସିହାର ଏକ ପ୍ରାଚୀନ ମାନଚିତ୍ରର ପ୍ରତିଲିପି ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମିଆଁମାର ରାଷ୍ଟ୍ରପତିଙ୍କୁ ବୋଧି ବୃକ୍ଷର ଏକ କଳାକୃତି ପ୍ରଦାନ କରିଛନ୍ତି ।

 

 

“ମିଆଁମାର ରାଷ୍ଟ୍ରପତି ୟୁ ହିତିନ କ୍ୟା’ଙ୍କୁ ସାଲୱିନ ନଦୀର ବିସ୍ତାରିତ ଧାରା ସମ୍ବନ୍ଧୀୟ 1841 ମସିହା ମାନଚିତ୍ରର ଏକ ନୂତନ ପ୍ରତିଲିପି ଉପହାର ଦେଇଛି । ରାଷ୍ଟ୍ରପତି ହିତିନ କ୍ୟା’ଙ୍କୁ ମଧ୍ୟ ବୋଧି ବୃକ୍ଷର ଏକ କଳାକୃତି ପ୍ରଦାନ କରିଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ପୃଷ୍ଠାରେ ଲେଖିଛନ୍ତି କରିଛନ୍ତି ।

 



Also presented President Htin Kyaw a sculpture of Bodhi tree", the Prime Minister tweeted from his account.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth