ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସୁରା ଅବସରରେ ହଜରତ ଇମାନ ହୁସେନଙ୍କ ବଳିଦାନକୁ ସ୍ମରଣ କରିବା ସହ ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ମନେ ରହିବେ ବୋଲି କହିଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଆଜିର ଦିନ ହଜରତ ଇମାମ ହୁସେନ (ଏଏସ)ଙ୍କ ବଳିଦାନକୁ ସ୍ମରଣ କରିବାର ଦିନ । ସତ୍ୟ ପ୍ରତି ପ୍ରତିବଦ୍ଧତା ସହ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ସେ ସ୍ମରଣୀୟ ରହିବେ । ସମାନତା ଓ ଭାତୃଭାବକୁ ମଧ୍ୟ ସେ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ ।”     

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Economic Survey 2026: Mobile Manufacturing Drives India Electronics Exports To Rs 5.12 Lakh Crore

Media Coverage

Economic Survey 2026: Mobile Manufacturing Drives India Electronics Exports To Rs 5.12 Lakh Crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Father of the Nation, Mahatma Gandhi at Rajghat
January 30, 2026

The Prime Minister, Shri Narendra Modi paid tributes to the Father of the Nation, Mahatma Gandhi, at Rajghat, on his death anniversary, today. Shri Modi stated that Bapu's timeless ideals continue to guide our nation’s journey."We reaffirm our commitment to his principles and to building an India rooted in justice, harmony and service to humanity", Shri Modi said.

The Prime Minister posted on X:

"Paid tributes to Mahatma Gandhi at Rajghat. His timeless ideals continue to guide our nation’s journey. We reaffirm our commitment to his principles and to building an India rooted in justice, harmony and service to humanity."