ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳର ଚମତ୍କାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ସେ ପଚାରିଛନ୍ତି, “ଉତ୍ତର-ପୂର୍ବାଞ୍ଚଳ ଭ୍ରମଣ ନେଇ ଆପଣମାନଙ୍କର ନିଜର କିମ୍ବା ଉତ୍ତର ପୂର୍ବାଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଝଲକ ଥିବା ଫଟୋ ରହିଛି କି?”
#MagnificentNortheast ବ୍ୟବହାର କରି ଏହାକୁ ସେୟାର କରିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । “ମୁଁ ମଧ୍ୟ ମୋ ପେଜରେ କିଛି ପୋଷ୍ଟର ସେୟାର କରିବି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
The beauty of the Northeast is spectacular.
— Narendra Modi (@narendramodi) February 8, 2019
Do you have pictures of your own Northeast visits or glimpses of the spectacular natural beauty of the region?
Share them on Instagram using #MagnificentNortheast. I will share some of the posts on my page too!


