ସେୟାର
 
Comments
PM pays tributes to Dr. Ram Manohar Lohia on his birth anniversary

ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଡଃ ରାମ ମନୋହର ଲୋହିଆ ଭାରତରେ ବିଂଶ ଶତାବ୍ଦୀର ଜଣେ ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଅନ୍ୟତମ । ସେ ତାଙ୍କ ବାଗ୍ମୀତାପୂର୍ଣ୍ଣ ଉତ୍ସାହ ଏବଂ ତୃଣମୂଳସ୍ତରୀୟ ରାଜନୀତି ପ୍ରତି ଥିବା ବିଶେଷ ରୁଚିକୁ ନେଇ ଏକ ସୁଷମ ସମନ୍ୱୟ ଘଟାଇଥିଲେ । ତାଙ୍କ ଉଚ୍ଚ ଚିନ୍ତାଧାରା ଏବେ ମଧ୍ୟ ସାମାଜିକ-ରାଜନୈତିକ ବିଚାରଧାରାକୁ ପ୍ରଭାବିତ କରୁଛି । ଜୟନ୍ତୀ ଅବସରରେ ମୁଁ ଡଃ ଲୋହିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
No ifs and buts in anybody's mind about India’s capabilities: PM Modi on 77th Independence Day at Red Fort

ଲୋକପ୍ରିୟ ଅଭିଭାଷଣ

No ifs and buts in anybody's mind about India’s capabilities: PM Modi on 77th Independence Day at Red Fort
New Parliament is not just a building – it represents the resurgent Bharatiya spirit

Media Coverage

New Parliament is not just a building – it represents the resurgent Bharatiya spirit
NM on the go

Nm on the go

Always be the first to hear from the PM. Get the App Now!
...
PM shares glimpses of his interaction with ground level G20 functionaries
September 23, 2023
ସେୟାର
 
Comments

The Prime Minister, Shri Narendra Modi interacted with G20 ground level functionaries at Bharat Madapam yesterday.

Many senior journalists posted the moments of the interaction on X.

The Prime Minister reposted following posts