PM pays tributes to Bhagat Singh, Rajguru and Sukhdev on their martyrdom day

ଶହୀଦ ଦିବସ ଅବସରରେ ଭଗତ ସିଂ, ରାଜଗୁରୁ ଓ ଶୁକଦେବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଭଗତ ସିଂ, ରାଜଗୁରୁ ଓ ଶୁକଦେବଙ୍କ ଶହୀଦ ହେବା ଆମ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ପ୍ରତ୍ୟେକ ଭାରତୀୟ ଏହି ବିଷୟକୁ ନେଇ ଗର୍ବିତ ଯେ ଏହି ତିନି ମହାପୁରୁଷ ଆମ ଦେଶରେ ଜନ୍ମ ହୋଇଥିଲେ । ଯୌବନର ଶିଖର ସୋପାନରେ ସେମାନେ ସେମାନଙ୍କ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଦେଇଥିଲେ ଯାହାଫଳରେ କି ଅନ୍ୟମାନେ ସ୍ୱାଧୀନ ଓ ମର୍ଯ୍ୟଦାସମ୍ପନ୍ନ ଜୀବନ ଜିଇଁପାରିବେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 21, 2026
June 21, 2026

PM Modi Taking India’s Traditions to Every Corner of the World