ପ୍ରଧାନମନ୍ତ୍ରୀ ମୋଦୀ ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସିର ଅରାଫତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ପ୍ରଧାନମନ୍ତ୍ରୀ ମୋଦୀ ୟାସିର ଅରାଫତଙ୍କ ସମାଧିପୀଠ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।
In Palestine, PM @narendramodi paid tributes to Late President Yasser Arafat. pic.twitter.com/Iigb6HFJ1l
— PMO India (@PMOIndia) February 10, 2018
PM pays tribute to Late President Yasser Arafat of Palestine


