ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାପରିନିର୍ବାଣ ଦିବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ସାମାଜିକ ନ୍ୟାୟ ଲାଗି ନିଜ ଜୀବନ ସମର୍ପିତ କରିଦେଇଥିବା ପୂଜ୍ୟ ବାବାସାହେବଙ୍କୁ ତାଙ୍କର ମହାପରିନିର୍ବାଣ ଦିବସରେ କୋଟି କୋଟି ପ୍ରଣାମ । ସେ ସମ୍ବିଧାନ ରୂପରେ ଦେଶକୁ ଅଦ୍ୱିତୀୟ ଅବଦାନ ଦେଇଛନ୍ତି, ଯାହା ଗଣତନ୍ତ୍ରର ଆଧାର ସ୍ତମ୍ଭ । କୃତଜ୍ଞ ରାଷ୍ଟ୍ର ସର୍ବଦା ତାଙ୍କର ଋଣୀ ହୋଇ ରହିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India digital public infrastructure is charting the journey towards becoming $1-tn digital economy by 2027-28

Media Coverage

India digital public infrastructure is charting the journey towards becoming $1-tn digital economy by 2027-28
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2024
July 20, 2024

India Appreciates the Nation’s Remarkable Rise as Global Economic Powerhouse