ସେୟାର
 
Comments

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସିଙ୍ଗାପୁରରେ ଭାରତୀୟ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ,ସେଠାରେ ରୂପେ କାର୍ଡର ଉପଯୋଗ କରି ମଧୁବନି ପେଣ୍ଟିଙ୍ଗ କ୍ରୟ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଭାରତର ଉଚ୍ଚ ଆୟୋଗ ,ସିଙ୍ଗାପୁର ଏବଂ ଭାରତୀୟ ଐତିହ୍ୟ କେନ୍ଦ୍ର ଦ୍ଵାରା ସ୍ଥାପିତ ଏକ ସ୍ଥାୟୀ ମଞ୍ଚ ,କଳା ସଙ୍ଗମର ମଧ୍ୟ ଉଦ୍ଘାଟନ କରିଛନ୍ତି ।  ଏହା ଭାରତର ଶିଳ୍ପକାରମାନଙ୍କୁ ସିଙ୍ଗାପୁରରେ ନିଜର ଶିଳ୍ପ ପ୍ରଦର୍ଶନ,ନିଜର କଳାକୃତି ପ୍ରସ୍ତୁତି କରିବା ଏବଂ ବିକ୍ରି କରିବା ପାଇଁ ଏକ ମଞ୍ଚ ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1.4 bn population could become world economy's new growth engine

Media Coverage

India's 1.4 bn population could become world economy's new growth engine
...

Nm on the go

Always be the first to hear from the PM. Get the App Now!
...
PM praises Vitasta programme showcasing rich culture, arts and crafts of Kashmir
January 29, 2023
ସେୟାର
 
Comments

The Prime Minister, Shri Narendra Modi has lauded the Ministry of Culture’s Vitasta programme showcasing rich culture, arts and crafts of Kashmir.

Culture Ministry is organising Vitasta program from 27th-30th January 2023 to showcase the rich culture, arts and crafts of Kashmir. The programme extends the historical identity of Kashmir to other states and it is a symbol of the spirit of ‘Ek Bharat Shreshtha Bharat’.

Responding to the tweet threads by Amrit Mahotsav, the Prime Minister tweeted;

“कश्मीर की समृद्ध विरासत, विविधता और विशिष्टता का अनुभव कराती एक अद्भुत पहल!”