PM Modi inaugurates Pumping Station at Bhachau, Narmada waters released for Tappar dam
People of Kutch have shown the way when it comes to water conservation: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବଚାଉଠାରେ ଏକ ପମ୍ପିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହା ତପ୍ପାର ଡ୍ୟାମକୁ ନର୍ମଦା ନଦୀରୁ ଜଳ ନିଷ୍କାସନରେ ସହାୟକ ହେବ । .

ଏହି ଅବସରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉଦଘାଟନ ଦ୍ୱାରା କଚ୍ଛର ପ୍ରତ୍ୟେକ ନାଗରୀକ ନିଜକୁ ଗୌରବାନ୍ୱିତ ମନେକରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ସଂରକ୍ଷଣର ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ କଚ୍ଛର ଜନସାଧାରଣ ଜଳ ଅମଳ, ସଂରକ୍ଷଣ ଓ ଏହାର ସୁଷମ ବ୍ୟବହାର ସଂପର୍କରେ ବେଶ୍ ସଚେତନ ଅଛନ୍ତି । ଗୁଜରାଟର ସରକାରମାନେ କ୍ରମାଗତ ଭାବେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ଏବେ ନର୍ମଦାର ଜଳ କଚ୍ଛ ଅଂଚଳରେ ପ୍ରବେଶ କରିବା ଦ୍ୱାରା ଏହି ଅଂଚଳର ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟର ଅନ୍ୟାନ୍ୟ ସହର ଭଳି ଭୂଜରେ ମଧ୍ୟ ଏକ ଅତ୍ୟାଧୂନିକ ବସ୍ ବନ୍ଦର(Bus Port) ନିର୍ମିତ ହେବ । ସେ କହିଥିଲେ ଯେ ଏବେ ବିକାଶ ଓ ସକାରାତ୍ମକ କାର୍ଯ୍ୟ ଉପରେ ଅଗ୍ରାଧିକାର ଦିଆଯାଉଛି ଯାହାକି ଗୁଜରାଟକୁ ବିକାଶର ନୂତନ ସୋପାନରେ ପହଂଚାଇବ ।

 

Click here to read the full text speech 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine