ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର 16ତମ ଆନ୍ତର୍ଜାତିକ ଶକ୍ତି ମଞ୍ଚର ଉଦ୍ଘାଟନ କରିବେ । ଆନ୍ତର୍ଜାତିକ ଶକ୍ତି ମଞ୍ଚରେ ବହୁ ରାଷ୍ଟ୍ରର ଶକ୍ତି ମନ୍ତ୍ରୀଙ୍କ ସମେତ ବହୁ ବଡ଼ ବଡ଼ ଶକ୍ତିସହିତ ସଂଯୁକ୍ତ ଶିଳ୍ପ ସଂସ୍ଥାର ମୁଖ୍ୟ ତଥା ଆନ୍ତର୍ଜାତିକ ସଂଗଠନର ନେତୃବୃନ୍ଦ ଯୋଗ ଦେବାସହ ଶକ୍ତି କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିବେ । 16ତମ ଆନ୍ତର୍ଜାତିକ ଶକ୍ତି ଫୋରମର ମନ୍ତ୍ରୀସ୍ତରୀୟ ସମାବେଶ (ଆଇଏଫ 16) କୁ ଆୟୋଜନ କରୁଛି ଏବଂ ଯାହା ବିଶ୍ୱ ଉର୍ଜା ସୁରକ୍ଷା ତଥା ଟ୍ରାନଜିଟ ନୀତି ଉପରେ କେନ୍ଦ୍ରିତ ରହିବ ।
Published By : Admin |
April 9, 2018 | 16:06 IST
Login or Register to add your comment
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026
Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.
The Prime Minister wrote on X;
"अभयस्यैव यो दाता तस्यैव सुमहत्फलम् ।
न हि प्राणसमं दानं त्रिषु लोकेषु विद्यते ॥"
Whoever takes away people's fear receives great blessings, and in all three worlds, there is no greater gift than saving a life.
अभयस्यैव यो दाता तस्यैव सुमहत्फलम् ।
— Narendra Modi (@narendramodi) September 2, 2026
न हि प्राणसमं दानं त्रिषु लोकेषु विद्यते ॥ pic.twitter.com/PS3svT2yra


