ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭ ଆଜି (୦୧.୦୪.୨୦୨୨) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ଲାଭରୋଭ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମେତ ୟୁକ୍ରେନ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ତୁରନ୍ତ ହିଂସାର ସମାପ୍ତି ନେଇ ନିଜର ଅଭିମୁଖ୍ୟ ଦୋହରାଇବା ସହ  ଯେକୌଣସି ପ୍ରକାର ଶାନ୍ତି କଥାବାର୍ତ୍ତା ନେଇ ଭାରତ ପ୍ରସ୍ତୁତ ବୋଲି କହିଥିଲେ ।

ଭାରତ-ରୁଷ ମଧ୍ୟରେ ୨୦୨୧ ଡିସେମ୍ବରରେ ହୋଇଥିବା ଶିଖର ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ନେଇ ସବିଶେଷ ସ୍ଥିତି ଉପରେ ରୁଷ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI scheme for food processing creates 3.39 lakh jobs, disburses ₹2,162 crore in Incentives

Media Coverage

PLI scheme for food processing creates 3.39 lakh jobs, disburses ₹2,162 crore in Incentives
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to victims of Pahalgam terror attack
April 22, 2026

The Prime Minister, Shri Narendra Modi today paid tributes to the innocent lives lost in the gruesome Pahalgam terror attack on this day last year. Remembering the victims, the Prime Minister said they will never be forgotten and reaffirmed the nation’s enduring commitment to stand by their families in this hour of grief.

Shri Modi underscored that India stands united in grief and in unwavering resolve against terrorism. He reiterated that the country will never bow to any form of terror and that the heinous designs of terrorists will never succeed.

The Prime Minister posted on X:

"Remembering the innocent lives lost in the gruesome Pahalgam terror attack on this day last year. They will never be forgotten. My thoughts are also with the bereaved families as they cope with this loss.

As a nation, we stand united in grief and resolve. India will never bow to any form of terror. The heinous designs of terrorists will never succeed."