Glad to know that Govt of Nepal has decided to translate Atal Ji’s poems in Nepali language: PM Modi
PM Narendra Modi and PM KP Oli jointly inaugurate Nepal-Bharat Maitri Pashupati Dharmashala in Kathmandu
There exist strong cultural and civilizational ties existing between India and Nepal: PM Modi in Kathmandu
The Dharmshala would be more than just a rest house for the pilgrims. It will further enhance ties between India and Nepal: PM Modi
India is among the fastest growing economies in the world today: PM Modi in Kathmandu
India believes in the mantra of ‘Sabka Saath, Sabka Vikas’, says Prime Minister Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଠମାଣ୍ଡୁଠାରେ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମାଓଲିଙ୍କ ସହିତ ମିଳିତ ଭାବେ ପଶୁପତିନାଥ ଧର୍ମଶାଳା ଉଦଘାଟନ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଯେତେଥର ଏଠାକୁ ଆସିଛନ୍ତି କାଠମାଣ୍ଡୁ ଜନସାଧାରଣଙ୍କର ପ୍ରେମ ଓ ସ୍ନେହ ଅନୁଭବ କରିଛନ୍ତି । ସେ କହିଲେ ଯେ ଏପରି ନିବିଡତାର ଭାବ ଭାରତ ପାଇଁ ନେପାଳରେ ଦେଖାଯାଇଥାଏ । ପୂର୍ବରୁ ସେ ତାଙ୍କର ପଶୁପତିନାଥ ତଥା ନେପାଳର ଅନ୍ୟାନ୍ୟ ମନ୍ଦିର ଗସ୍ତ ସମ୍ବନ୍ଧରେ ସ୍ମରଣ କରିଥିଲେ ।

ସେ କହିଥିଲେ ଯେ ଭାରତ ଓ ନେପାଳ ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ଉଭୟ ସମୟର ଅମାପଦୂରତାକୁ ଅତିକ୍ରମ କରିଆସିଛି । ଏହି ପ୍ରସଙ୍ଗରେ ସେ ପୁନଶ୍ଚ ପ୍ରକାଶ କରିଥିଲେ ଯେ ଏହି ଧର୍ମଶାଳାକୁ ଉଦଘାଟନ କରି ସେ ଆନନ୍ଦିତ ଅନୁଭବ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପଶୁପତିନାଥ, ମୁକ୍ତିନାଥ ଏବଂ ଜାନକୀଧାମର ମନ୍ଦିରଗୁଡ଼ିକ ନେପାଳର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇଥା’ନ୍ତି ଏବଂ ଭାରତ ସହିତ ଏହାର ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିଥାଏ । ସେ ହିନ୍ଦୁ ଧର୍ମ ତଥା ବୌଦ୍ଧ ଧର୍ମର ସମୃଦ୍ଧ ପରମ୍ପରା ସମ୍ବନ୍ଧରେ ପ୍ରକାଶ କରିଥିଲେ, ଯାହାକି କାଠମାଣ୍ଡୁ ସହରରେ ପ୍ରତିଧ୍ୱନିତ ହୋଇଥାଏ । ସେ ମଧ୍ୟ ପ୍ରକାଶ କରିଥିଲେ ଯେ ଭାରତ ଓ ନେପାଳ ମଧ୍ୟରେ ବୌଦ୍ଧ ଧର୍ମ କିପରି ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କର ସେତୁ । ସେ କହିଲେ ଯେ ଉଭୟ ଦେଶ ସେମାନଙ୍କର ଗୌରବମୟ ଐତିହ୍ୟକୁ ନେଇ ଗର୍ବିତ ।

 

ପ୍ରଧାନମନ୍ତ୍ରୀ ବିକାଶର ଆବଶ୍ୟକତା ବିଶେଷ କରି ସମାଜର ଦୁର୍ବଳ ଏବଂ ଅବହେଳିତ ବର୍ଗର ଜନସାଧାରଣଙ୍କ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ କହିଲେ ଯେ ଭାରତ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ନୂତନ ଉଚ୍ଚତାକୁ ଆରୋହଣ କରୁଛି ଏବଂ “ସବକା ସାଥ,ସବକା ବିକାଶ”ର ଅନ୍ତର୍ଦୃଷ୍ଟି ମଧ୍ୟ ନେପାଳର ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରୁଛି । ସେ କହିଲେ ଯେ ନେପାଳରେ ରାଜନୈତିକ ସ୍ଥିରତାକୁ ନେଇ ଭାରତ ଆନନ୍ଦିତ । ସେ କହିଲେ ଯେ ନେପାଳକୁ ସବୁବେଳେ ଭାରତଠାରୁ ସଦିଚ୍ଛା ଓ ସହଯୋଗ ମିଳିବ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Year After Operation Sindoor: How India's Defence Tech Is Rewriting War

Media Coverage

A Year After Operation Sindoor: How India's Defence Tech Is Rewriting War
NM on the go

Nm on the go

Always be the first to hear from the PM. Get the App Now!
...
Prime Minister salutes armed forces on one year of Operation Sindoor
May 07, 2026
Prime Minister urges citizens to change social media display pictures as a mark of respect for armed forces

The Prime Minister, Shri Narendra Modi today saluted the courage, precision and resolve of the armed forces on the completion of one year of Operation Sindoor.

The Prime Minister said that the armed forces had given a fitting response to those who dared to attack innocent Indians at Pahalgam.

Shri Modi said that Operation Sindoor reflected India’s firm response against terrorism and its unwavering commitment to safeguarding national security.

The Prime Minister noted that the operation highlighted the professionalism, preparedness and coordinated strength of the armed forces. He further said that it showcased the growing jointness among the forces and underlined the strength that India’s quest for self-reliance in the defence sector has brought to national security.

Shri Modi reiterated that India remains steadfast in its resolve to defeat terrorism and destroy its enabling ecosystem.

Shri Modi said that during Operation Sindoor, the armed forces showcased their valour and gave a firm response to those who attacked the people of India. He said that every Indian is proud of the armed forces.

As a mark of respect to the armed forces and their success during Operation Sindoor, the Prime Minister urged citizens to change their display pictures on social media platforms, including X, Facebook, Instagram and WhatsApp, to the picture shared by him.

The Prime Minister posted on X;

“A year ago, our armed forces displayed unparalleled courage, precision and resolve during #OperationSindoor. They gave a fitting response to those who dared to attack innocent Indians at Pahalgam. The entire nation salutes our forces for their valour.

Operation Sindoor reflected India’s firm response against terrorism and an unwavering commitment to safeguarding national security. It also highlighted the professionalism, preparedness and coordinated strength of our armed forces. At the same time, it showcased the growing jointness among our forces and underlined the strength that India’s quest for self-reliance in the defence sector has brought to our national security.

Today, a year later, we remain as steadfast as ever in our resolve to defeat terrorism and destroy its enabling ecosystem.”

“A year ago, during #OperationSindoor, our armed forces showcased their valour and gave a firm response to those who attacked our people. Every Indian is proud of our armed forces. As a mark of respect to our forces and their success during #OperationSindoor, let us all change our display pictures on social media, including X, Facebook, Instagram and WhatsApp to the picture shared below.”