ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହାଇଫାରେ ସହିଦ ହୋଇଥିବା ଭାରତୀୟ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ଦୁଇ ନେତା ତିନ ମୂର୍ତ୍ତି ଛକର ନାମ ପରିବର୍ତ୍ତନ କରି 'ତିନ ମୂର୍ତ୍ତି ହାଇଫା ଛକ' ର ନାମକରଣ ସମାରୋହରେ ଯୋଗଦେଇଥିଲେ ।


In the presence of PM @netanyahu, paid tributes to the brave Indian soldiers who fought at Haifa. The spot where we commemorate their sacrifice will now be called Teen Murti - Haifa Chowk. pic.twitter.com/WmXdS6pE7F
— Narendra Modi (@narendramodi) January 14, 2018


