PM Narendra Modi inaugurates Ramayana Darshanam Exhibition at Vivekananda Kendra in Kanyakumari
Swami Vivekananda's powerful thoughts continue to shape several minds: PM
Thoughts of Swami Vivekananda will always inspire the youth towards nation building: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.01.2017) ଭିଡିଓ କନଫେରେନ୍ସିଙ୍ଗ ଜରିଆରେ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରରେ ଅନୁଷ୍ଠିତ ରାମାୟଣ ଦର୍ଶନମ ପ୍ରଦର୍ଶନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ସେ କହିଛନ୍ତି ଯେ, ଜାନୁୟାରୀ 12 ତାରିଖ କୌଣସି ସାମାନ୍ୟ ଦିବସ ନୁହେଁ । ସ୍ଵାମୀ ବିବେକାନନ୍ଦଙ୍କ ପ୍ରଭାବଶାଳୀ ଚିନ୍ତାଧାରା ଜନମାନସକୁ ପ୍ରଭାବିତ କରିଆସିଛି । ଆଜିର ଭାରତ ହେଉଛି ଯୁବ ଭାରତ ଏବଂ ଏହା ବସ୍ତୁଗତ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିକଶିତ ହେବାକୁ ପଡିବ । ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ଚିନ୍ତନ ସବୁବେଳେ ଯୁବଶକ୍ତିକୁ ଦେଶ ଗଠନରେ ବ୍ରତୀ ହେବାକୁ ଅନୁପ୍ରାଣିତ କରିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁୱାଲୁବର ଏବଂ ଏକନାଥ ରାନାଡେଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମାନବ ପାଇଁ ଶିକ୍ଷଣ ପ୍ରକ୍ରିୟାର କେବେହେଲେ ଅନ୍ତ ଘଟେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯୁବଗୋଷ୍ଠୀଙ୍କୁ ସ୍ମରଣ କରାଇ ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool

Media Coverage

How NPS transformed in 2025: 80% withdrawals, 100% equity, and everything else that made it a future ready retirement planning tool
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 20, 2025
December 20, 2025

Empowering Roots, Elevating Horizons: PM Modi's Leadership in Diplomacy, Economy, and Ecology