PM Modi dedicates new campus building of IIT Gandhinagar to the nation, launches Digital Saksharta Scheme
Work is underway to spread digital literacy to every part of India, among all age groups and sections of society: PM
In this day and age, we cannot afford to have a digital divide: PM Narendra Modi
A Digital India guarantees transparency, effective service delivery and good governance: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି, ଗାନ୍ଧୀନଗର ପରିସର କୋଠା ଦେଶବାସୀଙ୍କୁ ସମର୍ପିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନର ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସମ୍ବୋଧିତ ସମାବେଶରେ ବହୁ ସଂଖ୍ୟାରେ ଆଇଆଇଟି ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆପଣମାନେ ସମସ୍ତେ ଆଇଆଇଟି ଅନ୍ତେବାସୀ । ମୁଁ କିନ୍ତୁ ଯୁବାବସ୍ଥାରେ ଚା’ ବିକ୍ରି କରୁଥିଲି । କିଛିବର୍ଷ ପୂର୍ବେ ଠିକ ଏହି ଦିବସରେ ମୁଁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି । ସେତେବେଳ ପର୍ଯ୍ୟନ୍ତ ଜଣେ ବିଧାୟକ ମଧ୍ୟ ନଥିଲି । ସେହିଦିନ ମୁଁ ନିର୍ଣ୍ଣୟ କରିଥିଲି ଯେ, ଯାହା କରିବି ମୁଁ ମୋର ସମସ୍ତ ସାମର୍ଥ୍ୟ ଖଟାଇ ଜନସେବା କରିବି”।

ଦେଶର କୋଣ ଅନୁକୋଣରେ ଏବଂ ସମାଜର ସବୁ ସ୍ତରର ତଥା ସବୁ ବୟସର ଲୋକଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ହାର ପରିପ୍ରସାର କରିବା ଲାଗି ପ୍ରୟାସ ଜାରି ରହିଛି ।

ଆଜିର ଆଧୁନିକ ଯୁଗରେ ଆମେ ଡିଜିଟାଲ ବିଭାଜନ ମଧ୍ୟରେ ରହିବା ସମୀଚୀନ ନୁହେଁ । ଡିଜିଟାଲ ଇଣ୍ଡିଆ ଅଭିଯାନ ଦେଶରେ ସ୍ଵଚ୍ଛତା, ପାରଦର୍ଶିତା, ଉତ୍ତମ ସେବା ଯୋଗାଣ ଏବଂ ଉନ୍ନତ ପ୍ରଶାସନ ପ୍ରତିଷ୍ଠାକୁ ସୁନିଶ୍ଚିତ କରିବ ।

 

 

ଆମର ଶିକ୍ଷଣ ପ୍ରତିଷ୍ଠାନଗୁଡିକ ପରୀକ୍ଷା ଆଧାରିତ ହେବା ପରିବର୍ତ୍ତେ ସୃଜନାତ୍ମକ ଦିଗ ପ୍ରତି ଅଧିକ ଗୁରୁତ୍ଵ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth