PM Modi, Chinese President Jinping visit East Lake at Wuhan

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆଜି ଉହାନଠାରେ ଇଷ୍ଟ ଲେକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବାର ବିଭିନ୍ନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା  ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରିଛନ୍ତି ,ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ତାଙ୍କର କଥାବାର୍ତ୍ତା ଭାରତ-ଚୀନ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ କେନ୍ଦ୍ରିତ ଥିଲେ । ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଓ ଜନ-ଜନ ସମ୍ପର୍କ କ୍ଷେତ୍ରରେ ଆଦାନ ପ୍ରଦାନ ବୃଦ୍ଧି କରିବା ଏବଂ ଦୁଇ ଦେଶର ଅର୍ଥବ୍ୟବସ୍ଥାରେ ଥିବା ପରିପୁରକତାର ଲାଭ ଉଠାଇ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶକୁ ସନ୍ତୁଳିତ କରିବା ପାଇଁ ଉଭୟ ନେତା ଆଲୋଚନା କରିଛନ୍ତି । କୃଷି ,ପ୍ରଯୁକ୍ତିବିଦ୍ୟା ,ଶକ୍ତି ଏବଂ ପର୍ଯ୍ୟଟନରେ ସହଯୋଗକୁ ଆଗକୁ ବଢ଼ାଇବା ନେଇ ଆଲୋଚନା କରିଛନ୍ତି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth