PM Modi urges media to highlight the contributions of people who have given their life to the service of education
There was a time when Indians were considered snake charmers but now made their place in the Digital world: PM
In the 21st century, the youth will take India to new heights. For this, we need skilled youth: PM
Research and innovation are vital for us: PM Modi
Our Government wants to ensure those who are guilty are punished: PM Modi on demonetization move

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଲାଗାଭିଠାରେ କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମିତିର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଯୁବ ପିଢୀ ଭାରତକୁ ନୂତନ ସୋପାନରେ ପହଞ୍ଚାଇବେ ।

 ଏଥିଲାଗି ଆମେ ଦକ୍ଷ ଯୁବ ଶକ୍ତି ଆବଶ୍ୟକ କରୁଛୁ । ଦେଶ ପାଇଁ ଗବେଷଣା, ନବସୃଜନ ଓ ଗବେଷଣାଲବ୍ଧ ଜ୍ଞାନର ପରିପ୍ରସାର ଏକାନ୍ତ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର କେବେହେଲେ ସରଳ ଜନତାଙ୍କୁ ଅସୁବିଧାରେ ପକାଇବେ ନାହିଁ । କିନ୍ତୁ ଯେଉଁମାନେ ଭ୍ରଷ୍ଟାଚାରୀ ଓ ଦୋଷୀ ସେମାନଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରିବେ ।

 

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Scan, withdraw, done: EPFO 3.0 plans instant PF access via ATMs and UPI

Media Coverage

Scan, withdraw, done: EPFO 3.0 plans instant PF access via ATMs and UPI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 28, 2026
May 28, 2026

A Stronger, Greener, Prouder India: 12 Years of PM Modi’s Bold Reforms Driving Growth, Innovation & Inclusive Progress