"ଯୋଗ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଗ୍ୟାରେଣ୍ଟି ଦିଏ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "
"ଯୋଗ ଦ୍ୱାରା ଆମକୁ ଶରୀର ଏବଂ ମନ ଦୁଇଟି ଯାକୁ ସ୍ୱାସ୍ଥ୍ୟ ମିଳିଥାଏ :ପ୍ରଧାନମନ୍ତ୍ରୀ ମୋଦୀ "
ସ୍ୱାସ୍ଥ୍ୟ, ସନ୍ତୁଳନ ଏବଂ ଶାନ୍ତି ପାଇଁ ଦୁନିଆକୁ ଯୋଗ ହେଉଛି ଭାରତର ଉପହାର :ପ୍ରଧାନମନ୍ତ୍ରୀ ମୋଦୀ

ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ‘ଶାନ୍ତି ପାଇଁ ଯୋଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗ ଦ୍ୱାରା ଆମକୁ ଶରୀର ଏବଂ ମନ ଦୁଇଟି ଯାକୁ ସ୍ୱାସ୍ଥ୍ୟ ମିଳିଥାଏ । ଯୋଗ ଆମ ଶରୀରକୁ ଶକ୍ତି ଦେଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ । ''ଯୋଗର ଅର୍ଥ ହେଉଛି ଯୋଡ଼ିବା ''। ଏହା ଆମକୁ ସୁସ୍ଥ ରହିବା ସହିତ ଯୋଡ଼ିଥାଏ । ଖୁସି ରହିବା ସହିତ ଯୋଡ଼ିଥାଏ ।



Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends Eid-ul-Fitr greetings to everyone
March 21, 2026

Prime Minister Shri Narendra Modi today extended his heartiest greetings to the nation on the auspicious occasion of Eid-ul-Fitr.

The Prime Minister wrote on X:

"Best wishes on Eid-ul-Fitr. May this day further brotherhood and kindness all around. May everyone be happy and healthy.
Eid Mubarak!"