Our saints and seers have guided the nation since ages. They have not only protected but also furthered our culture: PM
PM remembers Bhagwan Basaveswara, says government has adopted His ideals in it's decision making
PM Modi highlights various initiatives of the Centre that are transforming lives of the commons
Saints and seers have a vital role to play in maintaining unity of the nation and eliminating societal evils: PM

 ଶ୍ରୀଶୈଳମଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନ ଜାଗୃତି ଧର୍ମ ସମ୍ମେଳନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଉଗାଡି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଉଗାଡି ହେଉଛି ଏକ ନୂତନ ଆରମ୍ଭ ଏବଂ ନୂତନ ଆଶାର ପର୍ବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ବିଭିନ୍ନ ଯୋଜନା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ କରୁଛନ୍ତି ।

ଏହି ପ୍ରସଙ୍ଗରେ ସେ ଜନ ଧନ ଏକାଉଣ୍ଟ, ଗରିବ ଜନସାଧାରଣଙ୍କ ପାଇଁ ବୀମା ରାଶି, ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ସଂଯୋଗ, ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦିର ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ସେ କହିଥିଲେ ଯେ ଭିତ୍ତିଭୂମି ନିର୍ମାଣର ଗତିରେ ବୃଦ୍ଧି ଆସିଛି । ସେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଏବଂ ଜାତୀୟ ପୁଷ୍ଟିସାଧନ ମିଶନ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଲେ ଯେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଫଳରେ ଦେଶବ୍ୟାପୀ ସ୍ୱଚ୍ଛତା ପ୍ରତିଷ୍ଠାରେ ବୃଦ୍ଧି ଘଟିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସମ୍ପ୍ରତି ଜନସାଧାରଣ ଚାହୁଁଛନ୍ତି ଯେ ଦେଶ ଯେତେ ଶୀଘ୍ର ସମ୍ଭବ ଏହାର ଦୁର୍ବଳତାକୁ ଦୂର କରୁ । ସେ କହିଲେ ଯେ ସରକାର ଦେଶ ଗଠନ ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ଏ ଦିଗରେ ସମସ୍ତଙ୍କ ସମର୍ଥନ ଏହି ପ୍ରୟାସକୁ ଗତି ପ୍ରଦାନ କରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat