Government committed to ensuring justice for everyone: PM Modi
It is our Government's responsibility to ensure that every person gets the benefit of development initiatives: PM
Our government is working towards uplifting and enhancing the lives of every person in the society: PM

ଉତ୍ତରପ୍ରଦେଶ ପ୍ରୟାଗରାଜଠାରେ ଏକ ବୃହତ ବିତରଣ ଶିବିର (ବର୍ତ୍ତମାନ ସୁଦ୍ଧା ସର୍ବବୃହତ ‘ସାମାଜିକ ଅଧିକର୍ତ୍ତା ଶିବିର’)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପାଖାପାଖି 27,000 ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟକ ସାମଗ୍ରୀ ଓ ସହାୟତା ବଣ୍ଟନ କରିଛନ୍ତି ।

ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା – ଆର୍ଭିୱାଇ ଅଧୀନରେ ବରିଷ୍ଠ ନାଗରିକଙ୍କୁ ସଶକ୍ତ କରିବା ଏବଂ ଭାରତ ସରକାରଙ୍କ ଏଡିଆଇପି ସ୍କିମ୍ ଅଧୀନରେ ଏହି ବୃହତ ବିତରଣ ଶିବିର ଆୟୋଜିତ ହୋଇଥିଲା ।

ଏକତ୍ର ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସଂସ୍କୃତର ଏକ ଅନୁଶାସନ ଉକ୍ତିକୁ ଉଦ୍ଧୃତ କରି କହିଲେ, ସ୍ୱସ୍ତିଃ ପ୍ରଜାଭ୍ୟଃ ପରିପାଳୟଂନ୍ତାମ୍, ନ୍ୟାୟେନ ମାର୍ଗେଣ ମହିଂ ମହିଶାଃ । ଅର୍ଥାତ୍ ସମାନ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ଅଟେ ।

ପ୍ରଧାନମନ୍ତ୍ରୀ କହିଲେ, ଏହି ଅନୁଶାସନ ହିଁ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଆଦର୍ଶର ମୂଳ ଆଧାର । ଏହି ଭାବନା ସହ ଆମ ସରକାର ସମାଜର ପ୍ରତ୍ୟେକଙ୍କ ଜନମଙ୍ଗଳ ଓ ବିକାଶ ପାଇଁ କାର୍ଯ୍ୟ କରୁଛି । 130 କୋଟି ଭାରତୀୟ, ସେମାନେ ବରିଷ୍ଠ ନାଗରିକ ହୁଅନ୍ତୁ ବା ଦିବ୍ୟାଙ୍ଗଜନ ଅଥବା ଆଦିବାସୀ କି ନିଷ୍ପେସିତଙ୍କ ସ୍ୱାର୍ଥରକ୍ଷା କରିବା ମୋ ସରକାରର ପ୍ରଥମ ପ୍ରାଥମିକତା ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi pays tributes to Freedom Fighter, Shri Pingali Venkayya on his 150th birth anniversary
August 02, 2026

The Prime Minister, Shri Narendra Modi, paid tributes to freedom fighter, Shri Pingali Venkayya on his 150th birth anniversary.

The Prime Minister remembered Pingali Venkayya for his invaluable role in giving the nation the Tricolour and said that his efforts continue to inspire people to serve the country with dedication and patriotic fervour.

Shri Modi said that the Tiranga fills every Indian heart with immense pride and inspires the nation to work towards nation-building.

The Prime Minister wrote on X;

“Tributes to Pingali Venkayya Ji on his 150th birth anniversary. He is remembered for his invaluable role in giving our nation the Tricolour. May his efforts always inspire people to serve our country with dedication and patriotic fervour.

The Tiranga fills every Indian heart with immense pride and inspires us to work towards nation building.”