ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ୍ରେଲୀ ଠାରେ ପ୍ରାଥମିକ କୃଷି ସମବାଯ ସମିତିର ନବନିର୍ମିତ ବଜାର ସ୍ଥଳୀ(Market Yard)କୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଅମର ଡାଏରୀର ନୂଆ ପ୍ଲାଣ୍ଟ ଉଦ୍ଘାଟନ କରିବା ସହ ଏକ ମହୁ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

  ଏହି ଅବସରରେ ଆମ୍ରେଲୀ ଠାରେ ଏକ ସହକାର ସମ୍ମେଳନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବକମାନେ ଆଗକୁ ଆସିବା ଏବଂ ସମବାୟ କ୍ଷେତ୍ରରେ ନେତୃତ୍ୱ ନେଉଥିବା ଦେଖି ସେ ଆନନ୍ଦିତ । ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୌରାଷ୍ଟ୍ରରେ ଡାଏରୀଗୁଡ଼ିକ କିଭଳି ବିକଶିତ କରିଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

  ସେ କହିଥିଲେ ଯେ ଇ-ନାମ ଯୋଜନା କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଉଛନ୍ତି । ସେ କହିଥିଲେ ଯେ ସୌରାଷ୍ଟ୍ର ଅଞ୍ଚଳର ଲୋକମାନଙ୍କ ଜୀବନ ବଦଳାଇବା ଭଳି ସାମର୍ଥ୍ୟ ନୀଳ ବିପ୍ଳବ ଏବଂ ମଧୁର (ମହୁ) ବିପ୍ଳବରେ ରହିଛି ।

 

  ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର କୃଷକଙ୍କ ଆବଶ୍ୟକତା ଏବଂ ସମସ୍ୟା ପ୍ରତି ସର୍ବଦା ସମ୍ବେଦନଶୀଳ ରହିଛନ୍ତି ।

Click here to read full text speech

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥