PM Modi meets members of the Club des Chefs des Chefs

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ବିଶ୍ଵସ୍ତରୀୟ କ୍ଲବ ପ୍ରେସିଡେନ୍ସିଆଲର ପାଚକମାନେ ସାକ୍ଷାତ କରିଥିଲେ ।

ଏହି କ୍ଲବରେ ଦୁଇ ଡଜନରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କର ବ୍ୟକ୍ତିଗତ ସୁପକାର ବା ପାଚକମାନେ ସାମିଲ ଅଛନ୍ତି । ଏହାକୁ ଅନୌପଚାରିକ ଭାବେ ଦୁନିଆର ସବୁଠାରୁ ଅନନ୍ୟ ସୁମିଷ୍ଟ ପାଚକ ସମାଜ ଭାବେ ବର୍ଣ୍ଣନା କରାଯାଏ ।

ପ୍ୟାରିସଠାରେ ଅବସ୍ଥିତ ଏହି ସଂଗଠନ ପ୍ରଥମ ଥର ପାଇଁ ଭାରତରେ ଏବେ ତାର ସାଧାରଣ ଅଧିବେଶନ ଆୟୋଜନ କରିଛି । ପାଚକମାନେ ଦିଲ୍ଲୀ ବ୍ୟତୀତ ଆଗ୍ରା ଏବଂ ଜୟପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

କ୍ଲବର ସଦସ୍ୟଙ୍କ ମଧ୍ୟରେ ଭାରତର ରାଷ୍ଟ୍ରପତିଙ୍କ ପାଚକ/ସୁପକାର ମିଷ୍ଟର ମଣ୍ଟୁ ସାଇନି, ମାର୍କିନ ରାଷ୍ଟ୍ରପତିଙ୍କ ପାଚିକ ସୁଶ୍ରୀ କ୍ରାଇଷ୍ଟେଟା କମରଫୋର୍ଡ ଏବଂ ବ୍ରିଟେନର ମହାମହିମ ରାଣୀଙ୍କର ପାଚକ ମିଷ୍ଟର ମାର୍କ ଫ୍ଲାନାଗାନ ରହିଛନ୍ତି ।

ପାଚକମାନେ ପ୍ରଧାନମମନ୍ତ୍ରୀଙ୍କ ସହ ଏକ ମିଳିତ ଫଟୋ ଉଠାଇବା ସହିତ ତାଙ୍କୁ ଏକ ସ୍ମାରକୀ ଉପହାର ପ୍ରଦାନ କରିଥିଲେ ।

 
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian economy 'resilient' despite 'fragile' global growth outlook: RBI Bulletin

Media Coverage

Indian economy 'resilient' despite 'fragile' global growth outlook: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
PM attends the Defence Investiture Ceremony-2025 (Phase-1)
May 22, 2025

The Prime Minister Shri Narendra Modi attended the Defence Investiture Ceremony-2025 (Phase-1) in Rashtrapati Bhavan, New Delhi today, where Gallantry Awards were presented.

He wrote in a post on X:

“Attended the Defence Investiture Ceremony-2025 (Phase-1), where Gallantry Awards were presented. India will always be grateful to our armed forces for their valour and commitment to safeguarding our nation.”