Passage of Maternity Benefit Amendment Bill in Lok Sabha a landmark moment in our efforts towards women-led development: PM
Maternity Benefit Amendment Bill ensures better health & wellbeing of the mother & child. Increase in maternity leave is a welcome provision: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତୃତ୍ୱ ସୁବିଧା ସଂଶୋଧନ ବିଧେୟକ ସଂସଦରେ ଗୃହୀତ ହେବା ଘଟଣା ମହିଳା ନେତୃତ୍ୱ ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ।

‘‘ମହିଳା ନେତୃତ୍ୱ ବିକାଶ ପ୍ରତି ଆମର ପ୍ରୟାସଗୁଡିକ ମଧ୍ୟରେ ଲୋକସଭାରେ ମାତୃତ୍ୱ ସୁବିଧା ସଂଶୋଧନ ବିଧେୟକ ଗୃହୀତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ୍ତ ।

ମାତୃତ୍ୱ ସୁବିଧା ସଂଶୋଧନ ବିଧେୟକ ମା’ ଏବଂ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିଥାଏ । ମାତୃତ୍ୱ ଅବକାଶ ରେ ବୃଦ୍ଧି ଏକ ସ୍ୱାଗତଯୋଗ୍ୟ ପ୍ରାବଧାନ ।

ମାତୃତ୍ୱ ସୁବିଧା ସଂଶୋଧନ ବିଧେୟକ ପାଇଁ ମହିଳାମାନଙ୍କର ରୋଜଗାର ସୁରକ୍ଷିତ । କାର୍ଯ୍ୟାଳୟଗୁଡିକରେ କ୍ରେଚ ଖୋଲାଯିବା ବାଧ୍ୟତାମୂଳକ କରାଯାଇଥିବାରୁ ଏହା ପ୍ରଶଂସନୀୟ’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership