PM invites people to discover the beauty of Incredible India on World Tourism Day

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅତୁଳ ସୌନ୍ଦର୍ଯ୍ୟର ବିଭବ ଆବିଷ୍କାର କରିବା ଲାଗି ଭାରତ ଆସିବା ପାଇଁ ବିଶ୍ୱବ୍ୟାପୀ ପର୍ଯ୍ୟଟକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଦେଶର ଯୁବସମାଜକୁ ମଧ୍ୟ ଦେଶବ୍ୟାପୀ ଭ୍ରମଣ କରି ଏହାର ବିବିଧତା ଅନ୍ୱେଷଣ କରିବାକୁ ସେ ପ୍ରବର୍ତ୍ତାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ବିଶ୍ୱ ପର୍ଯ୍ୟଟନ ଦିବସରେ ଅତୁଲ୍ୟ ଭାରତର ସୌନ୍ଦର୍ଯ୍ୟକୁ ଆବିଷ୍କାର ଏବଂ ଆମ ଦେଶବାସୀଙ୍କ ଆତିଥ୍ୟ ଗ୍ରହଣ କରିବା ପାଇଁ ଭାରତ ଆସିବାକୁ ମୁଁ ସାରା ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆମନ୍ତ୍ରଣ କରୁଛି ।

ମୁଁ ବିଶେଷ ଭାବେ ମୋ ଦେଶର ଯୁବ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଭାରତ ବ୍ୟାପୀ ପରିଭ୍ରମଣ କରନ୍ତୁ ଏବଂ ନିଜେ ଏହାର ବିବିଧତା ଏବଂ ଜୀବନ୍ତ ସତ୍ତାକୁ ଅନୁଭବ କରି ଦେଖନ୍ତୁ ।”

ପ୍ରଧାନମନ୍ତ୍ରୀ ମଧ୍ୟ ଗତ ରବିବାର ଦିନ ପ୍ରସାରିତ ମନ୍ କି ବାତର 36ତମ ଅଧ୍ୟାୟରେ ପର୍ଯ୍ୟଟନ ଓ ଏହାର ଲାଭ ସମ୍ବନ୍ଧରେ କହିଥିବା ବିଷୟ ଏକ କ୍ଲିପ୍: https://soundcloud.com/narendramodi/unity-in-diversity-is-indias-speciality ରେ ସେୟାର କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance