ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ ହିନ୍ଦୀ ଦିବସ ଅବସରରେ ବହୁତ ବହୁତ ଶୁଭକାମନା ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
हिन्दी दिवस के अवसर पर बहुत-बहुत शुभकामनाएं।
— Narendra Modi (@narendramodi) September 14, 2017


