ସେୟାର
 
Comments
On Sanskrit Diwas, my greetings to all Sanskrit lovers and those who are engaged in learning this beautiful language: PM
The knowledge of Sanskrit connects us with our rich literature, heritage and glorious past: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଦିବସ ଅବସରରେ ଦେଶବାସୀଙ୍କୁ ସଂସ୍କୃତ ଭାଷାରେ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସଂସ୍କୃତ ଭାଷାର ବାର୍ତ୍ତା ନିମ୍ନରେ ପ୍ରଦତ୍ତ ହେଲା –

“ଭାରତସ୍ୟ ସମୃଦ୍ଧଃ ଇତିହାସଃ ସଂସ୍କୃତିଃ ପରମ୍ପରା ଚ ସଂସ୍କୃତେ ଅସ୍ତି । ସଂସ୍କୃତସ୍ୟ ଜ୍ଞାନମ୍ ଅସ୍ମାନ ତେନ ସମୃଦ୍ଧ-ବୈଭବୋପେତ-ଅତୀତେନ ସହ ୟୋଜୟତି ।”

“ସଂସ୍କୃତପ୍ରେମୀଭ୍ୟଃ ତଥା ଚ ଅସ୍ୟାଃ ସୁନ୍ଦର୍ୟାଃ ଭାଷାୟାଃ ପଠିତୃଭ୍ୟଃ ସର୍ବେଭ୍ୟଃ ସଂସ୍କୃତ ଦିବସ-ସନ୍ଦର୍ଭେ ମମ ହାର୍ଦ୍ଦିକ-ଶୁଭକାମନାଃ ।”

“भारतस्य समृद्धः इतिहासः संस्कृतिः परम्परा च संस्कृते अस्ति। संस्कृतस्य ज्ञानम् अस्मान् तेन समृद्ध-वैभवोपेत-अतीतेन सह योजयति।“

“संस्कृतप्रेमिभ्यः तथा च अस्याः सुन्दर्याः भाषायाः पठितृभ्यः सर्वेभ्यः संस्कृतदिवस-सन्दर्भे मम हार्दिक-शुभकामनाः।”

ଏଥିରୁ ଜଣାପଡୁଛି ଯେ, ଭାରତର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରା ସଂସ୍କୃତରେ ନିହିତ ଅଛି । ସଂସ୍କୃତ ଜ୍ଞାନ ଆମକୁ ଆମର ସମୃଦ୍ଧ ସାହିତ୍ୟ, ଐତିହ ଏବଂ ଗୌରବୋଜ୍ଜ୍ଵଳ ଅତୀତ ସହ ଯୋଡିଥାଏ । ସଂସ୍କୃତ ଦିବସ ଅବସରରେ ମୁଁ ଏହି ସୁନ୍ଦର ଓ ମହାନ ଭାଷାର ବିଦ୍ଵାନ ତଥା ଛାତ୍ରମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
What Narendra Modi’s 20 uninterrupted years in office mean (By Prakash Javadekar)

Media Coverage

What Narendra Modi’s 20 uninterrupted years in office mean (By Prakash Javadekar)
...

Nm on the go

Always be the first to hear from the PM. Get the App Now!
...
PM greets people on Bhagwan Vishwakarma Jayanti
September 17, 2021
ସେୟାର
 
Comments

The Prime Minister, Shri Narendra Modi has greeted the people on the occasion of Bhagwan Vishwakarma Jayanti.

In a tweet, the Prime Minister said;

"भगवान विश्वकर्मा जयंती के पावन अवसर पर आप सभी को हार्दिक शुभकामनाएं। देशवासियों पर देवशिल्पी की कृपा सदैव बनी रहे और हमारा देश प्रगति और समृद्धि की नित नई ऊंचाइयों को प्राप्त करता रहे। https://t.co/fq5KnPeKdV"