ସେୟାର
 
Comments

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ା ପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନଜଣାଇଛନ୍ତି ।

“ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ । ଅସାଧାରଣ ହକି ଖେଳାଳିମେଜର ଧ୍ୟାନଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । କ୍ରୀଡ଼ା ଏବଂ ଫିଟନେସ ସମ୍ପର୍କିତକାର୍ଯ୍ୟଧାରାକୁ ଗୁରୁତ୍ୱ ପ୍ରଦାନ କରିବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି, ଯାହାଦ୍ୱାରା କି ଏକ ସୁସ୍ଥଭାରତ ଗଠନ ହୋଇପାରିବ ।

ବିଭିନ୍ନ କ୍ରୀଡ଼ା ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କୁ ମୁଁ ଅଭିବାଦନ ଜଣାଉଛି ।ସେମାନଙ୍କ କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଫଳରେ ଅନେକ କୀର୍ତ୍ତିମାନ ହାସଲ କରାଯାଇପାରିଛି। ଚଳିତ ବର୍ଷ ଆମ କ୍ରୀଡ଼ା କ୍ଷେତ୍ର ପାଇଁ ସଫଳତାର ବର୍ଷ ହୋଇଛି । ଆମ କ୍ରୀଡାବିତମାନେ ଏସୀୟ କ୍ରୀଡା 2018 ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2018 ସହିତ ଆହୁରି ଅନେକ ପ୍ରତିଯୋଗୀତାରେ ଉତ୍କର୍ଷତା ହାସଲକରିଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bhupender Yadav writes: What the Sengol represents

Media Coverage

Bhupender Yadav writes: What the Sengol represents
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 2, 2023
June 02, 2023
ସେୟାର
 
Comments

Strength and Prosperity: PM Modi's Transformational Impact on India's Finance, Agriculture, and Development