ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା । ଆସନ୍ତୁ ସମସ୍ତେ ଏକାଠି ମିଶି ନିଶ୍ଚିତ କରିବା ଯେ ଆମର ଭବିଷ୍ୟତ ପିଢ଼ି ଯେପରି ଭାବେ ଏକ ସ୍ୱଚ୍ଛ ଓ ସବୁଜ ଗ୍ରହରେ ବାସ କରିବେ ଏବଂ ପ୍ରକୃତି ସହ ସମନ୍ୱୟ ରକ୍ଷା କରିବେ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Greetings on #WorldEnvironmentDay. Together, let us ensure that our future generations live in a clean and green planet, in harmony with nature. pic.twitter.com/HYUNlCCQ2P
— Narendra Modi (@narendramodi) June 5, 2018


