ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତିରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତିର ଶୁଭେଚ୍ଛା ।
ନୂତନ ବର୍ଷ ପ୍ରଚୁର ସୁଖରେ ପରିପୂର୍ଣ୍ଣ ହେଉ ।
ଆମ ସମାଜରେ ଭାଇଚାରାର ଆବେଗ ଆଗକୁ ବଢୁ ଏବଂ ସମସ୍ତେ ଉତ୍ତମ ସ୍ୱାସ୍ଥ ଲାଭ କରନ୍ତୁ ।”
Happy Odia New Year! May the coming year be filled with joy and good health. pic.twitter.com/vaCfpNwn6G
— Narendra Modi (@narendramodi) April 14, 2022


