PM greets people on Buddha Purnima
Gautama Buddha inspires us to work towards harmonious, just and compassionate society: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ବୁଦ୍ଧ ପୁର୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି : “ସମସ୍ତଙ୍କୁ ବୁଦ୍ଧ ପୁର୍ଣିମା ଉପଲକ୍ଷେ ଶୁଭେଚ୍ଛା । ଆଜି ଆମେ ଗୌତମ ବୁଦ୍ଧଙ୍କ ଆଦର୍ଶକୁ ମନେ ପକାଉଛୁ । ତାଙ୍କ ମହତ ଚିନ୍ତା ଓ ଚେତନା ଆଗାମୀ ଅନେକ ପିଢୀର ମାର୍ଗଦର୍ଶନ କରିବ ।

ଗୌତମ ବୁଦ୍ଧ ଆମକୁ ଏକ ସୁସଂଗତ, ନ୍ୟାୟସଙ୍ଗତ ଓ ସହାନୁଭୂତିଶୀଳ ସମାଜ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଉଛନ୍ତି ।”

Gautama Buddha inspires us to work towards harmonious, just and compassionate society.”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”