ରାଜ୍ୟ ପ୍ରତିଷ୍ଠା ଦିବସରେ ମଣିପୁର ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ମଣିପୁର ବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସର ଶୁଭକାମନା । ରାଷ୍ଟ୍ର ବିକାଶରେ ମଣିପୁରର ଯୋଗଦାନ ପାଇଁ ଭାରତ ଗର୍ବିତ । ନବସୃଜନ ଏବଂ କ୍ରୀଡ଼ା ପ୍ରତିଭାର କେନ୍ଦ୍ର ରୂପେ ମଣିପୁର ପରିଚିତ । ରାଜ୍ୟ ତାହାର ପ୍ରଗତି ପଥରେ ଅଧିକ ଅଗ୍ରସର ହେବା ନେଇ ମୁଁ ଶୁଭକାମନା ଜଣାଉଛି ।
Statehood Day greetings to the people of Manipur. India is proud of Manipur’s contribution to national development. Manipur is a powerhouse of innovation and sporting talent. I wish the state the very best in its journey towards progress.
— Narendra Modi (@narendramodi) January 21, 2021





