ଖ୍ରୀଷ୍ଟମାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
“ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆମେ ଭଗବାନ ଖ୍ରୀଷ୍ଟଙ୍କର ମହାନ ଶିକ୍ଷାକୁ ସ୍ମରଣ କରୁଛେ ।
ଏହି ପାର୍ବଣ ଋତୁ ଆମ ସମାଜରେ ସୁଖ, ସୌହାର୍ଦ୍ଦ୍ୟ ଓ ସଂପ୍ରୀତିର ଭାବନାକୁ ଆହୁରି ସୁଦୃଢ଼ କରୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Wishing everyone a Merry Christmas. We remember the noble teachings of Lord Christ. pic.twitter.com/Bi9XQUUoPP
— Narendra Modi (@narendramodi) December 25, 2017


