ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ପଠାଇବାକୁ ନାଗରିକମାନଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ମଧ୍ୟ ଆହ୍ୱାନ କରିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିଶ୍ୱ ରେଡିଓ ଦିବସର ସ୍ୱତନ୍ତ୍ର ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା । ଅଭିନବ କାର୍ଯ୍ୟକ୍ରମ ଓ ମାନବୀୟ ସୃଜନଶୀଳତା ପ୍ରଦର୍ଶନ ମାଧ୍ୟମରେ ରେଡିଓ ଲୋକଙ୍କ ଜୀବନକୁ ଆଲୋକିତ କରି ଚାଲିଥାଉ ।”

“ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ମୁଁ ଆପଣମାନଙ୍କୁ ୨୬ ତାରିଖର ୯୮ତମ #MannKiBaat କାର୍ଯ୍ୟକ୍ରମ ସମ୍ପର୍କରେ ମନେ ପକାଇ ଦେବାକୁ ଚାହେଁ । ଏଥିପାଇଁ ଆପଣମାନେ ନିଜ ମତାମତ ଶେୟାର କରନ୍ତୁ । ମାଇଁଗଭ, ନମୋ ଆପରେ ଲେଖନ୍ତୁ କିମ୍ବା ୧୮୦୦-୧୧-୭୮୦୦ ଡାଏଲ କରି ନିଜ ବାର୍ତ୍ତା ରେକର୍ଡ କରାଇ ନିଅନ୍ତୁ ।”  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why India's ₹37,500 cr coal gasification push matters for its energy future

Media Coverage

Why India's ₹37,500 cr coal gasification push matters for its energy future
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India