On #EngineersDay, best wishes to all engineers, whose intellect, dedication & curiosity has led to several path-breaking innovations: PM
#EngineersDay: We salute with pride & joy Bharat Ratna M. Visvesvaraya on his birth anniversary, says PM Modi
Bharat Ratna M. Visvesvaraya is remembered & respected as a pioneering engineer: PM Modi #EngineersDay

ଇଞ୍ଜିନିୟର ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କ ଜନ୍ମ ତିଥିକୁ ଭାରତରେ ଇଞ୍ଜିନିୟର ଦିବସ ରୂପେ ପାଳନ କରାଯାଉଥିବାରୁ ସେ ତାଙ୍କୁ ସ୍ମରଣ କରିଥିଲେ ।

“ଇଞ୍ଜିନିୟର ଦିବସରେ ସମସ୍ତ ଇଞ୍ଜିନିୟରଙ୍କୁ ଶୁଭକାମନା, ଯାହାଙ୍କ ବୁଦ୍ଧି, ଉତ୍ସର୍ଗ ଏବଂ ଉତ୍ସାହ ନୂତନ ଉଦ୍ଭାବନକୁ ଜନ୍ମ ଦେଇଛି ।

ଭାରତ ରତ୍ନ ଏମ.ବିଶ୍ୱେସ୍ୱରାୟାଙ୍କୁ ଆମେ ଗୌରବ ଏବଂ ଶ୍ରଦ୍ଧାର ସହିତ ପ୍ରଣାମ କରୁଛୁ । ଜଣେ ଅଗ୍ରଣୀ ଇଞ୍ଜିନିୟର ଭାବେ ସେ ସମ୍ମାନନୀୟ ଏବଂ ଚିର ସ୍ମରଣୀୟ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future