Prime Minister Shri Narendra Modi has extended his wishes on National maritime Day.

ଜାତୀୟ ସାମୁଦ୍ରିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି,“ସମୃଦ୍ଧ ଇତିହାସ ରହିଥିବା ଭାରତର ସାମୁଦ୍ରିକ କ୍ଷେତ୍ର ପାଖରେ ଆମ ଦେଶକୁ ରୂପାନ୍ତରିତ କରିବାର ଶକ୍ତି ରହିଛି । ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଦେଶର ସମୃଦ୍ଧି ପାଇଁ ଆମ ସାମୁଦ୍ରିକ ସାମର୍ଥ୍ୟକୁ ଉପଯୋଗ କରିବା ନେଇ ଆମେ ଆମର ସଂକଳ୍ପକୁ ଦୃଢ଼ୀଭୁତ କରୁଛୁ ।

ଏକ ଆକର୍ଷଣୀୟ ସାମୁଦ୍ରିକ କ୍ଷେତ୍ର ଗଠନ କରିବା କ୍ଷେତ୍ରରେ ଆମ ପ୍ରୟାସ ଡଃ ବାବାସାହେବ ଆମ୍ବେଦକରଙ୍କ ଠାରୁ ଅନୁପ୍ରାଣିତ ହୋଇଛି । ବାବାସାହେବ ଆମ୍ବେଦକର ଜଳ ଶକ୍ତି, ଜଳମାର୍ଗ, ଜଳସେଚନ, କେନାଲ ନେଟୱର୍କ ଏବଂ ବନ୍ଦର ଆଦିକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । ଏହି କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଓ ଦିଗଦର୍ଶନ ଭାରତର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 26, 2026
February 26, 2026

Historic Knesset Honor and Netanyahu's Embrace: PM Modi's Diplomacy Resonates Beyond Borders