PM Modi dedicates Kishanganga Hydropower Station to the Nation, lays foundation stone for Srinagar Ring Road
To bring about change in the lives of the people of the state, balanced development of Jammu, Kashmir and Ladakh is very necessary: PM
Jammu and Kashmir has immense potential for tourism sector, we are making efforts to boost tourism in the state: PM Modi
Youth of Jammu and Kashmir are becoming role models for youngsters across the country: PM
In the journey of New India, a New Jammu and Kashmir can be the bright spot: PM Modi
There is no alternative to peace and stability. I urge the youth of Jammu and Kashmir to contribute towards welfare and development of the state: PM
Na Gaali Se, Na Goli Se, Samasya Suljhegi Har Kashmiri Ko Gale Lagane Se: PM Modi
Solutions to all problems is in development: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏକ ସମାରୋହରେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।
ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀନଗର ରିଙ୍ଗ ରୋଡ ନିର୍ମାଣର ଆଧାରଶିଳା ରଖିଛନ୍ତି ।

ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ବିଗତ ଚାରି ବର୍ଷରେ ବିଭିନ୍ନ ସମୟରେ ସେ ଜାମ୍ମୁ-କାଶ୍ମୀର ରାଜ୍ୟ ଗସ୍ତ କରିଛନ୍ତି ।

ସେ କହିଥିଲେ ଯେ, ପବିତ୍ର ରମଜାନ ମାସରେ ମହାପୁରୁଷ ମହମ୍ମଦଙ୍କ ଶିକ୍ଷା ଏବଂ ବାର୍ତ୍ତାକୁ ସ୍ମରଣ କରିବାର ସମୟ ଆସିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, 330 ମେଗାୱାଟ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଜ୍ୟର ବିଦ୍ୟୁତ ଚାହିଦାକୁ ଅଧିକାଂଶରେ ମେଣ୍ଟାଇପାରିବ ।

ଏହି ଅବସରରେ ରାଜ୍ୟର କାଶ୍ମୀର, ଜାମ୍ମୁ ଏବଂ ଲଦାଖ କ୍ଷେତ୍ରର ସମତୁଲ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 25, 2026
April 25, 2026

From Boat Rides on the Ganga to Global AI & Bio-Economy Leadership: PM Modi’s India 2.0